୭୫ ବର୍ଷ ବୟସର ପ୍ରତ୍ୟେକ ଗଛ ପାଇଁ ମାସିକ ଅଢ଼େଇ ହଜାର ଟଙ୍କାର ପେନ୍‌ସନ ଘୋଷଣା କଲେ ହରିୟାଣା ସରକାର, ‘ପ୍ରାଣ ବାୟୁ ଦେବତା’ ପେନ୍‌ସନ ଯୋଜନାରେ ସାମିଲ ହେବ ଗଛ, ପେନ୍‌ସନ ଟଙ୍କାରେ ଗଛର ରକ୍ଷଣାବେକ୍ଷଣ କରିବେ ସ୍ଥାନୀୟ ଲୋକେ, ୭୫ ବର୍ଷର ଗଛ ଚିହ୍ନଟ ପାଇଁ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ନିର୍ଦେଶ

Read more

କଳାହାଣ୍ଡି ଧର୍ମଗଡ଼ ଥାନା ବୋଡେନ ଗାଁରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ମାଛ ଧରିବା ବେଳେ ପୋଖରୀରେ ବୁଡ଼ି ଯୁବକ ନକୁଳ ବେମାଲଙ୍କ ମୃତ୍ୟୁ, ନକୁଳଙ୍କୁ ମାଛ ଧରିବାକୁ ଡାକି ନେଇଥିବା ୩ ସାଙ୍ଗ ଫେରାର, ୩ ସାଙ୍ଗ ମିଶି ନକୁଳଙ୍କୁ ହତ୍ୟା କରିଥିବା ଅଭିଯୋଗ, ଅଭିଯୁକ୍ତଙ୍କ ଗିରଫ ଦାବିରେ ଶବ ରଖି ବୋଡେନ ଧର୍ମଗଡ଼ ରାସ୍ତା ଅବରୋଧ

Read more

ଗଞ୍ଜାମରେ ଋଷିକୁଲ୍ୟା ନଦୀ ପାର ବେଳେ ଭାସିଯାଇ ବୃଦ୍ଧ ନିଖୋଜ, ନିଖୋଜ ବୃଦ୍ଧ ଛତ୍ରପୁର ବ୍ଲକ ଗୋବା ଗାଁର ଗୋବିନ୍ଦ ଦାସ, ପ୍ରତାପୁରକୁ ଯାଇ ଫେରିବା ବେଳେ ନଦୀରେ ଭାସିଗଲେ ଗୋବିନ୍ଦ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ତଲାସି ଜାରି

Read more

ବାଲେଶ୍ବର ଚାନ୍ଦିପୁରରେ DRDO ତଥ୍ୟ ଲିକ୍‌ ମାମଲା, ଗିରଫ ୫ ଅଭିଯୁକ୍ତଙ୍କୁ ଜେରା ନେଇ କ୍ରାଇମବ୍ରାଞ୍ଚ ADGଙ୍କ ସୂଚନା, ୨୦୨୦ରେ ଅଭିଯୁକ୍ତଙ୍କ ସହ ସମ୍ପର୍କ ଗଢ଼ିଥିଲା ରହସ୍ୟମୟୀ ଯୁବତୀ, ବିଭିନ୍ନ ପରିଚୟ ଓ ବୃତ୍ତିରେ କାମ କରୁଥିବା ଦର୍ଶାଇଥିଲା ଯୁବତୀ, ଚଣ୍ଡୀଗଡ଼ରେ ସେନାର ଲୋୟର ଡିଭିଜନ କ୍ଲର୍କ ଥିବା ମଧ୍ୟ କହିଥିଲା, ଯୁବତୀ କଥା ହେଉଥିବା ଆଇପି ଆଡ୍ରେସ ନେଇ ଖୋଳତାଡ଼ ଜାରି, ବ୍ରିଟେନ ସରକାରଙ୍କୁ ମଗାଯିବ ଯୁବତୀଙ୍କ ହ୍ବାଟ୍‌ସ ଆପ ନମ୍ବରର ବିବରଣୀ: ADG ସଂଜୀବ ପଣ୍ଡା,ଚାନ୍ଦିପୁରରେ ଚାଳକବିହୀନ ବିମାନ ସଂପର୍କରେ ତଦନ୍ତ କରୁଛି ବାୟୁସେନା

Read more

ଭୁବନେଶ୍ବରରେ ବୀମା କରାଇ ଦେବା ନାଁରେ ଠକେଇ ମାମଲା, ଜଣେ ଠକ ସୁନ୍ଦରୀକୁ ଗିରଫ କଲା ସହିଦନଗର ଥାନା ପୋଲିସ, ବାଙ୍କୁଆଳର ଜଣେ ଲୋକଙ୍କୁ ନିଶା ଦେଇ ଲୁଟିଥିଲା ଟଙ୍କା, ଗହଣା, ଲୁଟ୍‌ ହୋଇଥିବା ୬ ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଜବତ

Read more

ଖୋର୍ଦ୍ଧା ବାଣପୁରର ଶାଳିଆ ନଈରେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ମୃତକ ଖୋର୍ଦ୍ଧା ଜିଲ୍ଲା ମାଣିକପୁର ଗାଁର ଚରଣ ବେହେରା, ଜାମୁଆ ତୁଠରୁ ନିଖୋଜ ଚରଣଙ୍କ ମୃତଦେହ ବେଙ୍ଗରାଜପଲ୍ଲୀରୁ ଉଦ୍ଧାର, ୨ ଦିନର ପରିଶ୍ରମ ପରେ ଉଦ୍ଧାର କଲେ ବାଣପୁର ଓ ବାଲୁଗାଁ ଅଗ୍ନିଶମ ବାହିନୀ

Read more

ବଙ୍ଗୋପସାଗରରେ ୨୪ ତାରିଖ ସଂଧ୍ୟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା, ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

Read more

ରାଜ୍ୟର ୯୬ ଲକ୍ଷ NFSA ଓ SFSA ପରିବାର ସ୍ମାର୍ଟକାର୍ଡର ସୁବିଧା ପାଇବେ, ଜିଲ୍ଲାର ୪.୫୪ ଲକ୍ଷ ପରିବାର ଦେଶର ୨୦୦ ହସ୍ପିଟାଲରେ ସୁବିଧା ପାଇବେ, ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ନୂଆ ମାଇଲ୍‌ଖୁଣ୍ଟ, ସେବା ଓ ବିକାଶ ଆମ ସରକାରର ପ୍ରାଥମିକତା: ମୁଖ୍ୟମନ୍ତ୍ରୀ

Read more

ବଲାଙ୍ଗିର ପାଟଣାଗଡ଼ରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ହରିଶଙ୍କର ପୀଠରେ ଭକ୍ତଙ୍କ ସୁବିଧା ପାଇଁ ବିକାଶ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଅଭିଭାଷଣ,ହରିଶଙ୍କର ପୀଠ ରାଜ୍ୟର ଏକ ପ୍ରମୁଖ ଶୈବପୀଠ, ଏହାର ବିକାଶ ପାଇଁ ବହୁ ପ୍ରକଳ୍ପ ହାତକୁ ନିଆଯାଇଛି: ନବୀନ

Read more