ଭୁବନେଶ୍ୱର CRPF ଛକରେ ୨ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ପ୍ରାୟ ୨୦ ଜଣ ଯୁବକ ଖଣ୍ଡାରେ ଆକ୍ରମଣ କରି ଚମ୍ପଟ୍; କାରଣ ଅସ୍ପଷ୍ଟ । ଆକ୍ରମଣରେ ୨ ଆହତ, ଜଣେ ଗୁରୁତର । କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ନୟାପଲ୍ଲୀ ଥାନାରେ ଏତଲା ପରେ ପୋଲିସର ଛାନଭିନ୍

Leave a Reply

Your email address will not be published. Required fields are marked *