- କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଲେ- ୟୁରୋପ ଓ ଚାଇନାରେ ଯେଉଁ ଲହର ହେଉଛି, ତାହା ଡେଲଟା ଭାରିଏଣ୍ଟ, ଆମେ ଡେଲଟା ଭାରିଏଣ୍ଟକୁ ସାମ୍ନା କରିସାରିଛୁ, ତେଣୁ ଆତଙ୍କିତ ହେବାର ନାହିଁ
- କେଦାରନାଥଙ୍କ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ, ଦର୍ଶନ ଅନୁଭୂତି ବର୍ଣ୍ଣନା ପାଇଁ ମୋ ପାଖରେ ଭାଷା ନାହିଁ, ଭାରତରେ ପ୍ରାଚୀନ କାଳରୁ ଋଷି ପରମ୍ପରା ରହି ଆସିଛି, ମହାନ ସନ୍ଥ ପରମ୍ପରା ସହ ଜଡ଼ିତ ସମସ୍ତଙ୍କର ଆଶୀର୍ବାଦ କାମନା କରୁଛୁ: ମୋଦି