ନୟାଗଡ଼ରେ ପ୍ରାତଃ ଭ୍ରମଣ ବେଳେ ଦୁର୍ଘଟଣା: ୨ ମହିଳା ମୃତ

ନୟାଗଡ଼ରେ ପ୍ରାତଃ ଭ୍ରମଣ ବେଳେ ଦୁର୍ଘଟଣା: ୨ ମହିଳା ମୃତ
ନୂଆଗାଁ ବ୍ଲକ ସଁପଡ଼ାରେ ପ୍ରାତଃ ଭ୍ରମଣ ବେଳେ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ୨ ମହିଳା ମୃତ, ଅନ୍ୟ ଜଣେ ଗୁରୁତର । ମୃତକ ସଁପଡ଼ା ଗାଁର ଟିକିନା ପ୍ରଧାନ ଓ ମାନସୀ ମାର୍ଥା । ଗୁରୁତର ଅବସ୍ଥାରେ ସୁରୁବାଳା ପରିଡ଼ା ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Leave a Reply

Your email address will not be published. Required fields are marked *