ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରୀ ଗସ୍ତ ବାତିଲ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭୂମିପୂଜା ପାଇଁ ଅକ୍ଟୋବର ୧୮ରେ ପୁରୀ ଯାଇଥାନ୍ତେ ନବୀନ, ଲଘୁଚାପ ପରବର୍ତ୍ତୀ ବାତ୍ୟା ସମ୍ଭାବନା ଥିବାରୁ କାର୍ଯ୍ୟକ୍ରମକୁ ବାତିଲ କରାଗଲା, ପୁଣି ଥରେ କାର୍ଯ୍ୟକ୍ରମ ତାରିଖ ନିର୍ଧାରଣ କରାଯିବ

Leave a Reply

Your email address will not be published. Required fields are marked *