କୋରୋନା ସଂକ୍ରମଣ ନେଇ DMET ସିବିକେ ମହାନ୍ତିଙ୍କ ସୂଚନା, ‘ପାର୍ବଣକୁ ଦେଖି କଠୋର କଟକଣା ଆଗରୁ ଆକଳନ କାରାଯାଇଥିଲା’,‘ସେପ୍ଟେମ୍ବର ଓ ଅକ୍ଟୋବର ପାର୍ବଣ ଋତୁ, ଏହି ସମୟରେ ଭିଡ ଲାଗିରହେ’,‘ସାମାଜିକ ଦୂରତା ରୁହେନି, ମାସ୍କ ବ୍ୟବହାର କମ ଦେଖିବାକୁ ମିଳେ’, ‘ଫଳରେ କେନ୍ଦ୍ର ସରକାର ୩ ମାସ ଅଧିକ ସଚେତନତା ରହିବାକୁ କହିଛନ୍ତି’,‘କଟକଣାକୁ ପାର୍ବଣ ସମୟରେ ମାନିବାର ଆବଶ୍ୟକତା ରହିଛି’,‘ଏହାକୁ ଲୋକମାନେ ଢିଲା ଦେଲେ ବିପଦକୁ ବରଣ କରିବେ’,‘ସହଯୋଗ ନ କଲେ ସଂକ୍ରମଣ ବଢ଼ିବାର କାରଣ ଆମେ ନିଜେ ସାଜିବା’,ଲୋକ ସଚେତନ ହେଲେ ସଂକ୍ରମଣ ନିୟନ୍ତ୍ରଣରେ ରହିବ: DMET

Leave a Reply

Your email address will not be published. Required fields are marked *