ଆଫଗାନିସ୍ତାନ ପରିସ୍ଥିତି ନେଇ ଆଜି G-20 ନେତାଙ୍କ ବୈଠକ, ଇଟାଲୀର ଆମନ୍ତ୍ରଣ କ୍ରମେ VCରେ ବୈଠକରେ ଯୋଗଦେବେ G-20 ଦେଶର ନେତା, ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଲିବାନ ଶାସନ ନେଇ ବୈଠକରେ ଆଲୋଚନା ହେବ, ଆଫଗାନବାସୀଙ୍କୁ ମାନବୀୟ ସହାୟତା ନେଇ ଆଲୋଚନା ହୋଇପାରେ

Leave a Reply

Your email address will not be published. Required fields are marked *