ପୁରୀ ନରେନ୍ଦ୍ରକୋଣ ଅଞ୍ଚଳରେ ଦାଦାବଟି ପାଇଁ ଗୁଳିମାଡ଼, କୁମ୍ଭାରପଡା ଥାନା ନରେନ୍ଦ୍ରକୋଣ ଅଞ୍ଚଳରେ ଜଣେ ମହିଳାଙ୍କୁ ଗୁଳିମାଡ, ରକ୍ତଜୁଡୁବୁଡୁ ଅବସ୍ଥାରେ ମହିଳା ପୁରୀ ସଦର ହସପିଟାଲରେ ଭର୍ତ୍ତି, କୁଖ୍ୟାତ ଅପରାଧୀ ବିଜୁ ବେହେରା ଗୁଳିମାଡ କରି ଫେରାର ଥିବା ଅଭିଯୋଗ, ପୁରୀ ସଦର ହସ୍ପିଟାଲରୁ ମହିଳା କଟକ ବଡ଼ ମେଡିକାଲ ସ୍ଥାନାନ୍ତର

Leave a Reply

Your email address will not be published. Required fields are marked *