ଭୁବନେଶ୍ବରରେ ଥିବା ରାଜ୍ୟ କଂଗ୍ରେସ ଭବନରେ ଥିବା ଯୁବ କଂଗ୍ରେସ ଅଫିସର ତାଲା ଭାଙ୍ଗି ଭଙ୍ଗାରୁଜା କଲେ କିଛି ଯୁବକ, ଯୁବ କଂଗ୍ରେସ ସଭାପତିଙ୍କୁ ବିରୋଧ କରି ଭଙ୍ଗାରୁଜା ହୋଇଥିବା ସୂଚନା, ସକାଳ ୬ଟାରେ କିଛି ଅସନ୍ତୁଷ୍ଟ ଯୁବକ ଭଙ୍ଗାରୁଜା କରି ପଳାଇଯାଇଥିବା ସୂଚନା

Leave a Reply

Your email address will not be published. Required fields are marked *