କଟକ ସାଆନ୍ତସାହି ଅଞ୍ଚଳରୁ ପଚା ଅଣ୍ଡା ବୋଝେଇ ଅଟୋ ଜବତ, ଆଠଗଡ ଓ ଚୌଦ୍ବାର ଅଞ୍ଚଳରୁ ଅଣ୍ଡା ବୋଝେଇ ଅଟୋ ଆସୁଥିଲା, ଜଣେ ବେକରୀ ବ୍ୟବସାୟୀଙ୍କ ନିକଟକୁ ଆସୁଥିବା ଅଭିଯୋଗ, ଅଟୋ ଚାଳକକୁ ଅଟକ ରଖିଛି ପୋଲିସ, ବେକରୀ ମାଲିକ ଫେରାର

Leave a Reply

Your email address will not be published. Required fields are marked *