ବାଲେଶ୍ବର:ମଥାନୀରେ ବିପଦ ସଂକେତ ଉପରେ ଜଳକା ନଦୀ, ବିପଦ ସଙ୍କେତ 5.50 ମିଟର ଥିବା ବେଳେ, ଜଳସ୍ତର ରହିଛି 6.30 ମିଟର, ଜଳକାରେ ବନ୍ୟା ଆଶଙ୍କା, ପ୍ରଭାବିତ ହୋଇପାରେ ବସ୍ତା ଓ ସଦର ବ୍ଲକର ୫୦ ଗାଁ, ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ଜଳକା ନଦୀ

Leave a Reply

Your email address will not be published. Required fields are marked *