ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୪୧୧କୁ ବୃଦ୍ଧି

ସୁସ୍ଥ ହେଲେଣି ୧୦ ଲକ୍ଷ ୨୫ ହଜାର ୫୦୭ ଜଣ ରୋଗୀ । ୪ ହଜାର ୫୪୨ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ । ରାଜ୍ୟରେ ଦିନକରେ ଆଉ ୪୪୭ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୨୬୦ ଓ ସ୍ଥାନୀୟ ଅଞ୍ଚଳରୁ ୧୮୭ ରୋଗୀ ଚିହ୍ନଟ । ୪୪୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୭୮ ଜଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୦ ଆକ୍ରାନ୍ତ ଚିହ୍ନଟ କଟକରୁ ୬୨, ରାୟଗଡ଼ା ୩୧, ସମ୍ବଲପୁର ୨୪, ମୟୂରଭଞ୍ଜ ୧୭, ବାଲେଶ୍ବର ୧୩, ଜଗତସିଂହପୁର ୧୨, ଯାଜପୁର ୧୧, କେନ୍ଦ୍ରାପଡ଼ା ୮, ପୁରୀ ୮, ନୟାଗଡ଼ ୫, ସୁନ୍ଦରଗଡ଼ ୫, ଢେଙ୍କାନାଳ ୪, ଗଜପତି ୪, ଅନୁଗୁଳ ୩, ଭଦ୍ରକ ୨, ଦେବଗଡ଼ ୨, ଗଞ୍ଜାମ ୨, କୋରାପୁଟ ୨, ମାଲକାନଗିରି ୨, ନୂଆପଡ଼ା ୨, ବଲାଙ୍ଗିର ୧, ବରଗଡ଼ ୧, ଝାରସୁଗୁଡ଼ା, କଳାହାଣ୍ଡି ଏବଂ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ।

Leave a Reply

Your email address will not be published. Required fields are marked *