ଦେଶରେ କୋଇଲା ସଂକଟକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ମିଟିଂ ପରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂହଙ୍କ ପ୍ରତିକ୍ରିୟା, ଦେଶରେ କୌଣସି ପ୍ରକାର ବିଦ୍ୟୁତ ସଙ୍କଟ ନାହିଁ । କୋଇଲା ମହଜୁଦ ଉପରେ ଶକ୍ତି ମନ୍ତ୍ରାଳୟ ନଜର ରଖିଛି, କୋଇଲା ସଙ୍କଟ ନେଇ ଅଜଥା ଅପପ୍ରଚାର କରାଯାଉଛି। ଏନେଇ ଆମେ ଟାଟା ପାୱାର CEOଙ୍କୁ ଚେତାବନୀ ଦେଇଛୁ । ଉପଭୋକ୍ତାଙ୍କୁ କୌଣସି ଭିତ୍ତିହୀନ ମେସେଜ ଦେଲେ କାର୍ଯ୍ୟାନୁଷ୍ଠାନ ହେବ: ଆର.କେ ସିଂହ

Leave a Reply

Your email address will not be published. Required fields are marked *