ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ବିଜୟ ମହାପାତ୍ରଙ୍କ ସାଂଘାତିକ ଅଭିଯୋଗ; ଗୋବିନ୍ଦ ସାହୁ ଓ ମମିତା ମେହେରଙ୍କ ମଧ୍ୟରେ ବୁଝାମଣା ପାଇଁ ମନ୍ତ୍ରୀଙ୍କ ରାୟପୁର ବାସଭବନରେ ଉଦ୍ୟମ କରାଯାଇଥିଲା, ଏ ସଂପର୍କରେ କିଛି ଟେଲିଫୋନ୍ କଲ୍ ରେକର୍ଡ ପୁଲିସକୁ ମିଳିଛି, ପୁଲିସ ଏହାକୁ ସିଲ୍ କଭରରେ ତୃତୀୟ ମହଲକୁ ଦେଇସାରିଛି

Leave a Reply

Your email address will not be published. Required fields are marked *