ଦୁବାଇରେ ଆରମ୍ଭ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ମହୋତ୍ସବ

ଦୁବାଇରେ ଆରମ୍ଭ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ମହୋତ୍ସବ । EXPO-2020 ଅବସରରେ ୟୁଏଇ ଓଡ଼ିଶା ସମାଜ ଏବଂ ସିନେମା ଫର ଗୁଡ ଅନୁଷ୍ଠାନ ପକ୍ଷରୁ ଏହି ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ କରାଯାଇଛି

Leave a Reply

Your email address will not be published. Required fields are marked *