ମଧ୍ୟ ପ୍ରଦେଶର ଭିଣ୍ଡ୍‌ରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

ମଧ୍ୟ ପ୍ରଦେଶର ଭିଣ୍ଡ୍‌ରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଅଭ୍ୟାସ କରୁଥିବା ବେଳେ ବବେଡି ଗାଁ ନିକଟ ବିଲର ପଡ଼ିଲା ବିମାନ । ଦୁର୍ଘଟଣା ପରେ ସମ୍ପୂର୍ଣ୍ଣ ଜଳିଗଲା ବାୟୁସେନା ବିମାନ, ପାଇଲଟ ଗୁରୁତର ଥିବା ଭିଣ୍ଡ୍‌ SP ମନୋଜ କୁମାର ସିଂହଙ୍କ ସୂଚନା ।

Leave a Reply

Your email address will not be published. Required fields are marked *