ମମିତା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ଗୋବିନ୍ଦ ସାହୁ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ ; ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଟ୍ରାକ୍ଟର ଚଢାଇ କରିଥିଲେ ହତ୍ୟା

ମମିତା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ଗୋବିନ୍ଦ ସାହୁ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ । ଅଷ୍ଟମ ଶ୍ରେଣୀ ଛାତ୍ରୀ ରାଜେଶ୍ୱରୀଙ୍କୁ ୨୦୦୦ ମସିହାରେ ଗୋବିନ୍ଦ ହତ୍ୟା କରିଥିବା ଅଭିଯୋଗ ଆଣିଲେ ତାଙ୍କ ବାପା । ରାଜେଶ୍ୱରୀଙ୍କୁ ଟ୍ରାକ୍ଟର ଚଢାଇ ଆଟି ନିର୍ମମ ଭାବେ ହତ୍ୟା କରିଥିଲା ଗୋବିନ୍ଦ | ତେବେ ଏ ନେଇ କେ. ଗାଁ ଥାନାରେ ଏତେଲା ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା କହିଲେ ମୋତିଲାଲ।

Leave a Reply

Your email address will not be published. Required fields are marked *