ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୦ ହଜାର ୩୭୫କୁ ବୃଦ୍ଧି, ୨୪ ଘଣ୍ଟାରେ ନେଲା ୨୪୮ ଜଣଙ୍କ ଜୀବନ

ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୦ ହଜାର ୩୭୫କୁ ବୃଦ୍ଧି ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୨୪୮ ଜଣଙ୍କ ଜୀବନ ଦେଶରେ ଦିନକରେ ୧୯ ହଜାର ୭୪୦ ଜଣ କୋରୋନାରେ ଆକ୍ରାନ୍ତ ମୋଟ ଆକ୍ଟିଭ କେସ୍- ୨,୩୬,୬୪୩, ସୁସ୍ଥ-୩,୩୨,୪୮,୨୯୧ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା

Leave a Reply

Your email address will not be published. Required fields are marked *