ଲଦାଖରେ ଯବାନଙ୍କ ସହ ଦଶହରା ପାଳିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଆଜି ଓ ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଲଦାଖ ଗସ୍ତ । ଜାମ୍ମୁ ଓ କାଶ୍ମୀରର ଯବାନଙ୍କ ସହ ବି ଦଶହରା ପାଳିବେ କୋବିନ୍ଦ । ଦେଶର ଶୀତଳତମ ଅଞ୍ଚଳ ଲଦାଖର ଦ୍ରାସ୍‌ରେ ପାଳିବେ ଦଶହରା । -୪୦ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରାରେ ରହି ସୁରକ୍ଷା ଦେଉଛନ୍ତି ଯବାନ

Leave a Reply

Your email address will not be published. Required fields are marked *