ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ଓଡ଼ିଶାରେ PM ସ୍ବାମୀତ୍ବ ଯୋଜନାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ CM ନବୀନ ପଟ୍ଟନାୟକଙ୍କୁ କଲେ ଅନୁରୋଧ, ଡ୍ରୋନ୍ ମାଧ୍ୟମରେ ଗାଁର ସବୁ ଲୋକଙ୍କ ଭୂସମ୍ପତ୍ତିର ମ୍ୟାପିଂ କରିବ PM ସ୍ବାମୀତ୍ବ ଯୋଜନା, ଯୋଜନାରୁ ମିଳୁଥିବା ଲାଭ ସମ୍ପର୍କରେ ୫ଟି ତଥ୍ୟ ରଖିଲେ ଧର୍ମେନ୍ଦ୍ର, ଲୋକମାନେ ସମ୍ପତ୍ତିକୁ ବ୍ୟବହାର କି ଋଣ ଓ ଅନ୍ୟାନ୍ୟ ସୁବିଧା ନେଇପାରିବେ, ସଠିକ୍ ସମ୍ପତ୍ତି ଟିକସ ନିର୍ଦ୍ଧାରଣ ଦ୍ବାରା ରାଜ୍ୟକୋଷକୁ ଲାଭ ହେବ, ଗାଁ ବିକାଶ ପାଇଁ ଜମିର ସଠିକ୍ ତଥ୍ୟ ରହିବ, ସମ୍ପତ୍ତି ଜନିତ ବିବାଦ କମିବ, ରାଜ୍ୟରେ ତ୍ବରିତ ସର୍ଭେ ପାଇଁ ଭିତ୍ତିଭୂମି ସୃଷ୍ଟି ହେବ, ଗ୍ରାମପଞ୍ଚାୟତର ବିକାଶ ନିମନ୍ତେ ଯୋଜନା ପ୍ରସ୍ତୁତ କରିହେବ:ଧର୍ମେନ୍ଦ୍ର

Leave a Reply

Your email address will not be published. Required fields are marked *