ଉତ୍ତରାଖଣ୍ଡ ବର୍ଷା ବୀଭିଷିକା : ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି

ଉତ୍ତରାଖଣ୍ଡରେ ବର୍ଷା ଓ ଭୂସ୍ଖଳନରେ ମୁତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି । ମୃତକଙ୍କ ମଧ୍ୟରେ ୧୨ ଜଣ ଟ୍ରେକର ଥିବା ପ୍ରଶାସନର ସୂଚନା । ଲାମ୍‌ଖା ଗିରିପଥରେ ଏବେ ବି ୧୭ ଜଣ ଟ୍ରେକର ନିଖୋଜ । ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ଦ୍ବାରା ଉଦ୍ଧାରକାର୍ଯ୍ୟ ଜାରି

Leave a Reply

Your email address will not be published. Required fields are marked *