ଆଜି BJDରେ ଯୋଗଦେବେ ଲକ୍ଷ୍ମୀପୁରର ପୂର୍ବତନ କଂଗ୍ରେସ ବିଧାୟକ କୈଳାସ କୁଲେସିକା । ଆଜି ଭୁବନେଶ୍ବରରେ ବିଜେଡିରେ ଯୋଗଦେବେ କୈଳାସ କୁଲେସିକା । କୋରାପୁଟ ଜିଲ୍ଲା ବିଜେଡି ସଭାପତି ଇଶ୍ବର ଚନ୍ଦ୍ର ପାଣିଗ୍ରାହୀଙ୍କ ସୂଚନା ।

BJDରେ ଯୋଗଦେବେ ଲକ୍ଷ୍ମୀପୁରର ପୂର୍ବତନ କଂଗ୍ରେସ ବିଧାୟକ କୈଳାସ କୁଲେସିକା । ଆଜି ଭୁବନେଶ୍ବରରେ ବିଜେଡିରେ ଯୋଗଦେବେ କୈଳାସ କୁଲେସିକା । କୋରାପୁଟ ଜିଲ୍ଲା ବିଜେଡି ସଭାପତି ଇଶ୍ବର ଚନ୍ଦ୍ର ପାଣିଗ୍ରାହୀଙ୍କ ସୂଚନା ।

Leave a Reply

Your email address will not be published. Required fields are marked *