ମମିତା ମେହେର ହତ୍ୟା ମାମଲା: ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ପ୍ରତିକ୍ରିୟା – ଭକ୍ତ ଦାସ ଏକାଧିକବାର ଅତିଥି ହୋଇ ଯାଇଛନ୍ତି ଏଥି ପାଇଁ ସେ ଦାୟୀ ରହିବେ କି ?

ମିତା ମେହେର ହତ୍ୟା ମାମଲା: ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ପ୍ରତିକ୍ରିୟା – ଭକ୍ତ ଦାସ ଏକାଧିକବାର ଅତିଥି ହୋଇ ଯାଇଛନ୍ତି ଏଥି ପାଇଁ ସେ ଦାୟୀ ରହିବେ କି ?

ମିଛ କହି ତଦନ୍ତକୁ ବାଟବଣା କରିବାକୁ ବିରୋଧୀ ଉଦ୍ୟମ କରୁଛନ୍ତି, କଂଗ୍ରେସ ନେତାମାନେ ମଧ୍ୟ ସନ୍‌ସାଇନ୍ କଲେଜକୁ ଅତିଥି ହୋଇ ଯାଇଛନ୍ତି, ଭକ୍ତ ଦାସ ଏକାଧିକବାର ଅତିଥି ହୋଇ ଯାଇଛନ୍ତି
ଏଥି ପାଇଁ ସେ ଦାୟୀ ରହିବେ କି ?: ଲେନିନ ମହାନ୍ତି

Leave a Reply

Your email address will not be published. Required fields are marked *