ପଞ୍ଜାବ କଂଗ୍ରେସ ମୁଖ୍ୟ ଭାବେ କାର୍ଯ୍ୟ କରିବେ ନବଜୋତ ସିଂହ ସିଦ୍ଧୁ |

ପଞ୍ଜାବ କଂଗ୍ରେସ ମୁଖ୍ୟ ଭାବେ କାର୍ଯ୍ୟ କରିବେ ନବଜୋତ ସିଂହ ସିଦ୍ଧୁ | ଏ ନେଇ ଶୁକ୍ରବାର ବିଧିବଦ୍ଧ ଘୋଷଣା ହେବ | ସୂଚନା ଦେଲେ କଂଗ୍ରେସ ପ୍ରଭାରୀ ହରୀଶ ରାୱତ | ଗତ ମାସରେ PCC ସଭାପତି ପଦରୁ ଇସ୍ତଫା ଦେଇଥିଲେ ସିଦ୍ଧୁ

Leave a Reply

Your email address will not be published. Required fields are marked *