ରାଜ୍ୟ କଂଗ୍ରେସ ଭବନରେ ପୁଣି ଭଂଗାରୁଜା

ରାଜ୍ୟ କଂଗ୍ରେସ ଭବନରେ ପୁଣି ଭଂଗାରୁଜା: PCC ସଭାପତିଙ୍କ ନେମ୍‌ପ୍ଲେଟ ଭାଙ୍ଗି ତଳେ ପକାଇ ଦେଲେ, ପିସିସି ସଭାପତିଙ୍କ ଚ୍ୟାମ୍ବର ସାମ୍ନାରେ ଚେୟାର ଭାଙ୍ଗି ଦେଲେ; ମହିଳା କଂଗ୍ରେସ ସଭାନେତ୍ରୀଙ୍କ ନେମ୍‌ପ୍ଲେଟ ବି ଭାଙ୍ଗି ଦେଲେ; କିଛି ସମୟ ତଳେ କିଛି ଯୁବକ ଭଙ୍ଗାରୁଜା କରିଥିବା ସୂଚନା

Leave a Reply

Your email address will not be published. Required fields are marked *