ରାହୁଲ ଦ୍ରାବିଡ ଭାରତୀୟ କ୍ରିକେଟ ଦଳର ହେଡ୍ କୋଚ ହେବା ସମ୍ଭାବନା | ପାରସ ମାହାମ୍ବ୍ରେ ଭାରତୀୟ କ୍ରିକେଟ ଦଳର ବୋଲିଂ କୋଚ୍ ହୋଇପାରନ୍ତି | T-20 ବିଶ୍ବକପ ପରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସରୁଥିବା ସୂଚନା | ହେଡ୍ କୋଚ୍ ଭାବେ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ୨ ବର୍ଷ ହେବ: ସୂତ୍ର

Leave a Reply

Your email address will not be published. Required fields are marked *