ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ ପୂରି ଚାଲିଲା ୭୬ ବର୍ଷ ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ ପୂରି ଚାଲିଲା ୭୬ ବର୍ଷ । ୧୯୪୬ ଅକ୍ଟୋବର ୧୬ ତାରିଖରେ ନବୀନ ପଟ୍ଟନାୟକଙ୍କ ଜନ୍ମ । ୨୧ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଭାରତୀୟ ରାଜନୀତିର ଅନ୍ୟତମ ସଫଳ ବ୍ୟକ୍ତିତ୍ବ ନବୀନ । କୋଭିଡ୍‌ ସଂକ୍ରମଣ ଦୃଷ୍ଟିରୁ ଜନ୍ମଦିନ ପାଳିବେ ନାହିଁ ମୁଖ୍ଯମନ୍ତ୍ରୀ ।

Leave a Reply

Your email address will not be published. Required fields are marked *