ଭିଜିଲାନ୍ସ ଜାଲରେ କେନ୍ଦୁଝରର ଜଳସମ୍ପଦ ବିଭାଗ ବୈତରଣୀ ଡିଭିଜନର ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ । ଯାଜପୁରରେ ୧୦ ଲକ୍ଷ ଟଙ୍କା ସହ ଧରିଲା କଟକ ଭିଜିଲାନ୍ସ । କଟକ ନିଜ ଘରକୁ ଯିବା ବାଟରେ ନେଉଥିବା ଟଙ୍କାର ହିସାବ ଦେଇପାରିଲେନି ବିଧାନ

Leave a Reply

Your email address will not be published. Required fields are marked *