ଲଗାଣ ବର୍ଷା ପାଇଁ ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳ ।

ବାଲେଶ୍ବର: ମଥାନୀରେ ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳ । ବିପଦ ସଙ୍କେତ ୫.୫ ମିଟର ଥିବାବେଳେ ଜଳସ୍ତର ରହିଛି ୬.୦୨ ମିଟର । ଉପରମୁଣ୍ଡରେ ଲଗାଣ ବର୍ଷା ପାଇଁ ବଢ଼ୁଛି ଜଳକାର ଜଳ । ତଳିଆ ଅଞ୍ଚଳର ଲୋକଙ୍କ ମନରେ ବନ୍ୟାର ଭୟ । ଚଳିତ ବର୍ଷ ତୃତୀୟ ଥର ଜଳକାର ଜଳସ୍ତର ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *