ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଜଷ୍ଟିସ ଏନ କୋଟିଶ୍ୱର ସିଂହ ଏବଂ ଜଷ୍ଟିସ ଆର ମହାଦେବନ ହୋଇଛନ୍ତି ସୁପ୍ରିମକୋର୍ଟ ବିଚାରପତି

ସୁପ୍ରିମକୋର୍ଟରେ ଦୁଇ ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଜଷ୍ଟିସ ଏନ କୋଟିଶ୍ୱର ସିଂହ ଏବଂ ଜଷ୍ଟିସ ଆର ମହାଦେବନ ନିଯୁକ୍ତ ହୋଇଛନ୍ତି।

Read more