ଆମ ବିଷୟରେ …

ଟାଇମ୍ସ ଅଫ ଓଡିଶା ହେଉଛି ଏକ ନିଉଜ ପୋର୍ଟାଲ ଯାହାକି, ଓଡ଼ିଶାର ସାମାଜିକ, ରାଜନୈତିକ, ଅର୍ଥନୈତିକ ଜୀବନ ଜୀବିକାର ତଥ୍ୟ ସମ୍ମିଳିତ ଘଟଣାବଳୀ ଗୁଡିକୁ ଆପଣଙ୍କ ନିକଟରେ ପହଞ୍ଚାଇଥାଏ | ସଠିକ ତଥ୍ୟ କୁ ତ୍ୱରିତ ବେଗରେ ଆପଣଙ୍କ ପାଖରେ ପହଞ୍ଚାଉ ଥିବାରୁ ଆମେ ଆପଣଙ୍କ ବିଶ୍ୱାସଭାଜନ ହୋଇପାରିଛୁ | 2011 ମସିହାରେ ଆରମ୍ଭ ହୋଇଥିବା ଏହି ସଂସ୍ଥା ତାର ଦୀର୍ଘ 10 ବର୍ଷ ର ଯାତ୍ରାରେ ଅନେକ ବନ୍ଧୁ ଶୁଭେଚ୍ଛୁ ଙ୍କ ଠାରୁ ଅଜସ୍ର ଭଲପାଇବା ଜୁଟାଇପାରିଛି | ଆଗାମୀ ଦିନରେ ଆମ ସହ ଏମିତି ଯୋଡି ହୋଇ ରହିବାକୁ ଅନୁରୋଧ |

News

Digital Content

Public Image

Event