ଛାଡ଼ପତ୍ର ଦେବା ପରେ ‘Divorce’ ନାଁ ରେ ପରଫ୍ୟୁମ୍‌ ଲଞ୍ଚ କଲେ ଦୁବାଇ ରାଜକୁମାରୀ

ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାର ଦୁଇ ମାସ ମଦ୍ୟରେ ନିଜକୁ ସମ୍ଭାଳି ନେଲେଣି ଦୁବାଇ ରାଜକୁମାରୀ ଶେଖ ମହରା । ଏପରିକି ନିଜ ଜୀବନରେ ଆଗକୁ ବଢ଼ି ଗଲେଣି।

Read more