ଅନ୍ତର୍ଜାତୀୟ ଯୋଗ ଦିବସରେ ସ୍ଵତନ୍ତ୍ର ଡାକ ରଦ୍ଦିକରଣ ଉନ୍ମୋଚିତ

ଭୁବନେଶ୍ୱର : ଅନ୍ତର୍ଜାତୀୟ ଯୋଗ ଦିବସରେ ଭୁବନେଶ୍ୱର ଡାକମଣ୍ଡଳ ତରଫରୁ ଏକ ସ୍ବତନ୍ତ୍ର ଡାକ ରଦ୍ଦିକରଣ ଫିଲଟେଲିକ ବ୍ୟୁରୋ, ଭୁବନେଶ୍ଵର ପ୍ରଧାନ ଡାକଘର ପରିସରରେ ଉନ୍ମୋଚିତ ହୋଇଯାଇଛି

Read more