ନିୟମିତ ବିଦ୍ୟାଳୟକୁ ନ ଆସିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ରାଉତଙ୍କୁ ମହଙ୍ଗା ପଡ଼ିଲା; ପ୍ରଧାନଶିକ୍ଷକ ନିଲମ୍ବିତ
ରାଉରକେଲା: ନିୟମିତ ବିଦ୍ୟାଳୟକୁ ନ ଆସିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ରାଉତଙ୍କୁ ମହଙ୍ଗା ପଡ଼ିଛି। କାର୍ଯ୍ୟରେ ଅବହେଳା ପାଇଁ କୁଆରମୁଣ୍ଡା ବ୍ଲକ୍ ଶିକ୍ଷାଧିକାରୀ ନମିତା ମହାପାତ୍ର
Read more