

- ଯୁକ୍ତ ୨ ବୋର୍ଡ ପରୀକ୍ଷା କାର୍ଯ୍ୟସୁଚୀରେ ସାମାନ୍ୟ ପରିବର୍ତ୍ତନ | ମେ ୧୯ ବଦଳରେ ମେ ୩୧ରେ ହେବ ଗଣିତ ପରୀକ୍ଷା; ଉଭୟ ବିଜ୍ଞାନ ଏବଂ କଳା ଛାତ୍ରଛାତ୍ରୀ ଦେବେ ପରୀକ୍ଷା | ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ହେବ ପରୀକ୍ଷା, କଳା ହୋମ୍ ସାଇନ୍ସ ପରୀକ୍ଷା ମେ ୧୯ ବଦଳରେ ମେ ୩୧ରେ ହେବ
- କଟକ : ମହାନଦୀର ଯୋବ୍ରା ନିକଟରେ ୩ ଜଣ ବୁଡ଼ିଯିବା ଘଟଣା; ଉଦ୍ଧାର ହେଲା ତୃତୀୟ ମୃତଦେହ; ଏମ୍.ଡି ସାଦିକଙ୍କ ମୃତଦେହ ଗୁରୁଦ୍ୱାର ନିକଟରୁ ଉଦ୍ଧାର; ରବିବାର ୩ ସାଙ୍ଗ ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ି ଯାଇଥିଲେ