୬୫୪୫ଟି ଦରଖାସ୍ତର ସମାଧାନ ହୋଇଛି: CM

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି | ଅଭିଯୋଗ ଶୁଣାଣି ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା | ବର୍ତ୍ତମାନ ସୁଦ୍ଧା ୭୦୦ ଅଭିଯୋଗ ଗ୍ରହଣ କରାଯାଇଛି | ଆଜି ସୁଦ୍ଧା ୮୦୩୧ ଦରଖାସ୍ତ ଗ୍ରହଣ କରାଯାଇଛି | ୬୫୪୫ ଟି ଦରଖାସ୍ତର ସମାଧାନ ହୋଇଯାଇଛି |

Leave a Reply

Your email address will not be published. Required fields are marked *