

- କୋରୋନା ସଂକ୍ରମଣ ବୃଦ୍ଧି ନେଇ DMET ସିବିକେ ମହାନ୍ତିଙ୍କ ସୂଚନା, ଭୁବନେଶ୍ବରର କିଛି ସ୍ଥାନରେ କୋରୋନା ସଂକ୍ରମଣ ବଢ଼ୁଛି , ‘ଯେଉଁଠି ସଂକ୍ରମଣ ବଢିବ ସେଠି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ହେବ’, ‘ପୂର୍ବରୁ କିଛି ସ୍ଥାନରେ କଣ୍ଟେନମେଣ୍ଟ ଜୋନ କରାଯାଇଥିଲା’, ‘୭ ଦିନ ହେଲାଣି ସଂକ୍ରମଣ ଉପରେ ତଳ ହେଉଛି’
- ଓଡ଼ିଶାରେ ବିଜେପିର ପୋଷ୍ଟକାର୍ଟ ଅଭିଯାନ, ଭୁବନେଶ୍ବର PMGରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ, PMଙ୍କ ଜନ୍ମଦିବସରେ ଜନକଲ୍ୟାଣ କାର୍ଯ୍ୟ ପାଇଁ ଚିଠି ଲେଖିଲେ BJP କର୍ମୀ