Fast News ସ୍ବାମୀ ଓ ପୁଅ ଆଗରେ ଗଲା ମହିଳାଙ୍କ ଜୀବନ February 24, 2025February 24, 2025 Sai Sudha 0 Comments ସ୍ବାମୀ ଓ ପୁଅ ଆଗରେ ଗଲା ମହିଳାଙ୍କ ଜୀବନ | ସ୍ବାମୀ ଓ ପୁଅ ସହ ସ୍କୁଟିରେ ଯାଉଥିଲେ ମହିଳା | ମହିଳାଙ୍କ ଉପରେ ମାଡ଼ିଗଲା ହାଇୱା | କେନ୍ଦ୍ରାପଡ଼ା ତିନି ମୁହାଁଣିରେ ହାଇୱା ଚଢ଼ିଗଲା | ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା | ମୃତ ମହିଳା ଟାଉନ ଥାନା ଚାଟରାପାଟଣାର |