- ମହାଲିଙ୍ଗ ସନ୍ସାଇନ କଲେଜ ଶିକ୍ଷୟିତୀ ମମିତା ମେହର ହତ୍ୟା ମାମଲା, ଭୁବନେଶ୍ବର କ୍ୟାପିଟାଲ ଥାନାରେ ଧସେଇ ପଶିଲେ ବିଜେପି ମହିଳା ମୋର୍ଚ୍ଚାର ଶତାଧିକ କର୍ମୀ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ସହ ଗିରଫ ଦାବିରେ ମହିଳା ମୋର୍ଚ୍ଚାର ବିକ୍ଷୋଭ
- ମମିତା ମେହର ହତ୍ୟା ମାମଲା, ଇସ୍ତଫା ଦାବିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘର ଆଗରେ ଯୁବ କଂଗ୍ରେସର ବିକ୍ଷୋଭ, ଭବାନୀପାଟଣା ଘର ଆଗରେ ଅଣ୍ଡା ଓ ଟମାଟୋ ମାଡ଼ କଲେ ଯୁବ କଂଗ୍ରେସ କର୍ମୀ, ପୋଲିସ ଏବଂ ଯୁବ କଂଗ୍ରେସ କର୍ମୀ ଧସ୍ତାଧସ୍ତି ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ