

- ଆସନ୍ତାକାଲି ୩୩୮ଟି କେନ୍ଦ୍ରରେ ହେବ OSSTET ପରୀକ୍ଷା, କୋଭିଡ୍ ଗାଇଡ ଲାଇନରେ ୨ଟି ସିଟିଂରେ ହେବ ପରୀକ୍ଷା | ସକାଳ ୯ରୁ ୧୧.୩୦ ପର୍ଯ୍ୟନ୍ତ ପ୍ରଥମ ଓ ଦିନ ୧ ରୁ ୩.୩୦ ଯାଏ ଦ୍ୱିତୀୟ ସିଟିଂ ପରୀକ୍ଷା ଅନୁଷ୍ଠିତ ହେବ । ମୋଟ ୭୨,୨୮୦ ପରକ୍ଷାର୍ଥୀ ଦେବେ ପରୀକ୍ଷା । ସମସ୍ତ ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା। ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ କଟକରେ ରହିବ କଣ୍ଟ୍ରୋଲ ରୁମ୍, କପିକରି ଧରା ପଡି ଏମପି ହେଲେ ଆଉ ଜୀବନରେ ମିଳିବ ନାହିଁ ସୁଯୋଗ |
- ପରିବେଶ ସୁରକ୍ଷା ସମ୍ପର୍କିତ ନିୟମ ଭାଙ୍ଗିଥିବାରୁ ବେଦାନ୍ତର ହିନ୍ଦୁସ୍ଥାନ ଜିଙ୍କ୍ ଉପରେ ଲାଗିଲା ୨୫ କୋଟିର ଜୋରିମାନା