Fast News ରାଜ୍ୟସଭା ଯିବେ ଅରବିନ୍ଦ କେଜ୍ରିୱାଲ ! February 26, 2025February 26, 2025 Sai Sudha 0 Comments ପଞ୍ଜାବରୁ ରାଜ୍ୟସଭାକୁ ଯାଇପାରନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ | ଏ ନେଇ ଜୋର ଧରିଲା ଚର୍ଚ୍ଚା | ସଞ୍ଜୀବ ଆରୋରା ଛାଡ଼ି ପାରନ୍ତି ସାଂସଦ ପଦ | ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ ହେଲେ ସଞ୍ଜୀବ | କେଜ୍ରିୱାଲଙ୍କ ପାଇଁ ସଞ୍ଜୀବ ବାଟ ଛାଡ଼ିଥିବା ଚର୍ଚ୍ଚା |