

- ରାଜ୍ୟରେ ୬ ନୂଆ କୋର୍ଟ ଉଦ୍ଘାଟିତ | ମାଲକାନଗିରିର କୁଡୁମୁଲୁଗୁମାରେ JMFC, କଳାହାଣ୍ଡିର ଭବାନୀପାଟଣାରେ ମହିଳା ସେସନ୍ କୋର୍ଟ, କେନ୍ଦ୍ରାପଡ଼ାରେ ସିନିଅର୍ ସିଭିଲ ଜଜ୍ (LR ଏବଂ LTV) କୋର୍ଟ, ଯାଜପୁର ଓ ବଲାଙ୍ଗିରରେ ସିନିଅର୍ ସିଭିଲ ଜଜ୍ (LR ଏବଂ LTV) କୋର୍ଟ, କେନ୍ଦୁଝରରେ ମହିଳା ସେସନ କୋର୍ଟ କାର୍ଯ୍ୟକ୍ଷମ
- ରାଜ୍ୟରେ ଆଉ ୭ ଆକ୍ରାନ୍ତଙ୍କ ଜୀବନ ନେଲା ମହାମାରୀ କୋରୋନା । ଭୁବନେଶ୍ବରରୁ ୪ , ଗଞ୍ଜାମ, ଖୋର୍ଦ୍ଧା ଓ ସମ୍ବଲପୁରରୁ ଜଣେ ଲେଖାଏଁ ମୃତ । କୋଭିଡ ମୃତ୍ୟୁ ସଂଖ୍ୟା ୮ ହଜାର ୫୦୧କୁ ବୃଦ୍ଧି ।