

- ଗଞ୍ଜାମରେ ଅଙ୍ଗାରଗାଁ-ନୂଆଗଡ଼ ମୁଖ୍ୟ ରାସ୍ତାରେ ଗୁଳି ଫୁଟାଇ ଟଙ୍କା ଲୁଟିଲେ ୩ ଦୁର୍ବୃତ୍ତ, ବାଇକ୍ରେ ହେଲେ ଫେରାର। ଗୁରୁତର ଆହତ ଗଞ୍ଜାମ ହୁମା ଅଞ୍ଚଳର ପୁଷ୍ପ ପ୍ରକାଶ ବେହେରା ସୁମଣ୍ଡଳ ମେଡିକାଲରେ ଭର୍ତ୍ତି । ବେଗୁନିଆପଡ଼ା ଫାଣ୍ଡି ପୋଲିସର ତଦନ୍ତ ଜାରି
- ଝାରସୁଗୁଡ଼ାର କୋଲାବିରା-କୁଚିଣ୍ଡା NH-୪୯ରେ ବଡ଼ବାହାଲ ଠାରେ ଟ୍ରକ ଧକ୍କାରେ ସାଇକଲ ଆରୋହୀ ବୃଦ୍ଧ ମୃତ । ହେମସାଗର ସାହୁଙ୍କ ମୃତ୍ୟୁ ପରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ । ପୋଲିସର ବୁଝାସୁଝା ପରେ ହଟିଲା ଅଢ଼େଇ ଘଣ୍ଟାର ରାସ୍ତାରୋକ