- ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପାଇଁ ଦାବି କଲା BJD | କେନ୍ଦ୍ର ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କୁ ବିଜେଡିର ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ ନେତୃତ୍ବରେ ଭେଟିଲେ BJD ସାଂସଦ |ଓଡ଼ିଶାର ସଭ୍ୟତା, ଆତିଥ୍ୟ, ପରମ୍ପରା ଏବଂ ଅସ୍ମିତା ବହନ କରୁଛି ପାଇକ ବିଦ୍ରୋହ |
- ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଉତ୍ତର । ମିଶନ ଶକ୍ତିରେ ଖର୍ଚ୍ଚ ହେଲାଣି ୮୧୯ କୋଟି ୬୭ ଲକ୍ଷ ୩୩ ହଜାର ଟଙ୍କା । ମିଶନ ଶକ୍ତି ଯୋଜନାରେ ରାଜ୍ୟରେ ୭୦ ଳକ୍ଷ ୧୦ ଜଣ ମହିଳା ସାମିଲ ।