

- ରାଜ୍ୟରେ ଆଉ ୭ ଆକ୍ରାନ୍ତଙ୍କ ଜୀବନ ନେଲା ମହାମାରୀ କୋରୋନା । ଭୁବନେଶ୍ବରରୁ ୪ , ଗଞ୍ଜାମ, ଖୋର୍ଦ୍ଧା ଓ ସମ୍ବଲପୁରରୁ ଜଣେ ଲେଖାଏଁ ମୃତ । କୋଭିଡ ମୃତ୍ୟୁ ସଂଖ୍ୟା ୮ ହଜାର ୫୦୧କୁ ବୃଦ୍ଧି ।
- ଦେଶରେ ୨୪ ଘଣ୍ଟାରେ ଆଉ ୩୨୬ ଓମିକ୍ରନ ସଂକ୍ରମିତ ଚିହ୍ନଟ । ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ହଜାର ୨୮୭କୁ ବୃଦ୍ଧି |ଦୈନିକ ଓମିକ୍ରନ ସଂକ୍ରମଣ ୩.୬୩% ବୃଦ୍ଧି ।