

- ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ବିଜୟ ଜେନାଙ୍କ ପରଲୋକ | ପୈତୃକ ଘର ପାରଳାଖେମୁଣ୍ଡି ନିକଟବର୍ତ୍ତୀ ଗୁରାଣ୍ଡିରେ ପରଲୋକ | ଗତକାଲି ରାତିରେ ହୃଦଘାତରେ ପରଲୋକ ଘଟିଥିବା ସୂଚନା | ସ୍ୱାଧୀନ ଭାବେ ଲଢ଼ି ଦୁଇ ଥର ହୋଇଥିଲେ ବିଧାୟକ
- ପଞ୍ଚଭୂତରେ ଲୀନ ହେଲେ ଅଭିନେତା ମିହିର ଦାସ । ପୁଅ ଅମ୍ଲାନ ଦାସ ଦେଲେ ବାପାଙ୍କୁ ମୁଖାଗ୍ନି । କଟକ ସତୀଚଉରାରେ ମିହିର ଦାସଙ୍କ ଅନ୍ତ୍ୟେଷ୍ଟି କ୍ରିୟା ।