

- ପୁରୀ ଟାଉନହଲରେ ଦ୍ବିତୀୟ ରଥ ସମନ୍ବୟ ବୈଠକ ଆରମ୍ଭ । ଆଇନ, ପଞ୍ଚାୟତରାଜ, ପାନୀୟ ଜଳ ଓ ଗୃହ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ । ଚଳିତ ବର୍ଷ ପ୍ରାୟ ୧୨ରୁ ୧୫ ଲକ୍ଷ ଭକ୍ତଙ୍କ ସମାଗମ ନେଇ ବିଭାଗ କରୁଛି ପ୍ରସ୍ତୁତି |
- ଭଦ୍ରକ ଆଗରପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମାଡିଗଲା ଆମ୍ବୁଲାନ୍ସ ଗାଡି ; ଜଣେ ମୃତ, ୮ ଆହତ