

- ମୁଣ୍ଡୁଳି ବ୍ୟାରେଜରେ ହାତୀ ମୃତ୍ୟୁ ମାମଲାରେ ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ପାଣିରେ ଥିବା ଯୋଗୁଁ ସକ୍ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ, ଶବ ବ୍ୟବଚ୍ଛେଦର 72 ଘଣ୍ଟା ପୂର୍ବରୁ ହୋଇଛି ହାତୀର ମୃତ୍ୟୁ
- ଇସ୍ତଫା ପ୍ରସଙ୍ଗରେ ମୁହଁ ଖୋଲିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ; କହିଲେ- ପିସିସି ସଭାପତି ପଦ ବିଜେଡି ଭଳି ଚିରସ୍ଥାୟୀ ନୁହେଁ, ବହୁ ଦିନ ହେବ ସଭାପତି ରହିଲିଣି, ପରିବର୍ତ୍ତନ ହୋଇପାରେ, AICC ନିଷ୍ପତ୍ତି ନନେଲା ଯାଏଁ ମୁଁ ସଭାପତି ପଦରେ ରହି କାମ କରିବି