- କୋଭିଡ କଟକଣା ଯୋଗୁ ଏମ୍ସ ଭୁବନେଶ୍ୱରରେ ଅନ୍ଲାଇନରେ ସ୍ବାସ୍ଥ୍ୟସେବା ନେବାକୁ ପରାମର୍ଶ : ସ୍ବାସ୍ଥ୍ୟ ଆପ୍ ଏବଂ ଟେଲିମେଡିସିନ୍ ସେବା ଉପରେ ଅଧିକ ଗୁରୁତ୍ବ
- ଆଜି ରାଜ୍ୟରେ ଚିହ୍ନଟ ହେଲେ ୮୭୭୮ ଜଣ କରୋନା ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୫୦୯୬ ଜଣ, ସ୍ଥାନୀୟ ଅଞ୍ଚଳରୁ ୩୬୮୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ।