

- ପୁରୀ ସଦର ନିର୍ବାଚନ ମଣ୍ଡଳୀ କାଶୀହରିପୁର ପଞ୍ଚାୟତରେ ନିର୍ବାଚନୀ ହିଂସା । ଚାରିନଳା ମାଆ ବସନ୍ତେଇ ମନ୍ଦିର ନିକଟରେ ଫୁଟିଲା ୨ଟି ବୋମା ।ସରପଞ୍ଚ ପ୍ରାର୍ଥୀଙ୍କ ଘର ନିକଟରେ ବୋମା ବିସ୍ଫୋରଣ ସୂଚନା । ସଦର ଥାନା ପୋଲିସର ତଦନ୍ତ ଜାରି |
- ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡରଲ ରିଜର୍ବର ବୈଠକ ଉପରେ ଭାରତୀୟ ନିବେଶକଙ୍କ ନଜର